ସମ୍ବଲପୁର ଜିଲ୍ଲାର ଏସର୍ଟି କଲୋନୀ ୨୭ ନମ୍ବର କାଉନସିଲ୍ ସହଯୋଗ ନଗର ରେ ରାସ୍ତା ଘାଟ ର ସଫାସୁତୁରା ଓ ଡ୍ରେନ୍ ରେ ପାଣି ମୈଳା ଆସବାବପତ୍ର ପଡ଼ି ଜମା ରହିଥିବାବେଳେ କଲୋନୀ ର ସମସ୍ତ ଘର ର ମୈଳା ପାଣି ସହଜରେ ପାସ୍ କରିବା ପାଇଁଁ ସମସ୍ୟା ରହିଛି ଏବଂ ଏହି ଅଞ୍ଚଳରେ ବିଶେଷ କରି ମୁନସିପାଲଟି କର୍ମଚାରୀ ମାନେ ମଧ୍ୟ ଆସୁ ନ ଥିବାରୁ କଲୋନୀ ବାସିନ୍ଦା ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜିର ସମ୍ବଲପୁର ସ୍ଵଚ୍ଛତା ରେ ମଧ୍ୟ ୩୦ଟି ଜିଲ୍ଲାର ପଛ ଧାଡିରେ ଓ ରାଜ୍ୟ ସ୍ତରରେ ୩ୟ ସ୍ଥାନରେ ଅବସ୍ଥାନ କରିଛି , ଏହା ଏକ ଲଜ୍ଜିତ ବିଷୟ ର କଥା।
ଏଣୁ ଏସେମ୍ସି କମିଶନର ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୋଣସି କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ ହେଉନଥିବାରୁ ଅନେକ ଶିକ୍ଷିତ ବ୍ୟକ୍ତି ଙ୍କ ମୁଖ ରୁ ଶୁଣିବାକୁ ମିଳେ। ସମ୍ବାଦଦାତା ଶ୍ରୀ ରାଜେଶ କୁମାର ମିଶ୍ର ସମ୍ବଲପୁର ଓଡ଼ିଶା ।