BB India News
तिरंगा • भूमि • जनहित — देश से जिले तक भरोसेमंद डिजिटल न्यूज़ नेटवर्क
Cuttack

ଓଡ଼ିଶା କଟକ ଜିଲ୍ଲା ସୁନାପାଳ ସ୍ଥିତ ବଡ଼ କୁମ୍ବିଲୋ ସ୍ଥାନରେ ଶ୍ରୀ ଶ୍ରୀ ଖରାଖିଆ ଶିବ ଶ୍ରୀ କପିଳେଶ୍ୱର ପ୍ରସିଦ୍ଧ।

11 Nov 2026, 04:36 PM • BB India News
📣 शेयर करें: Facebook X Telegram LinkedIn लिंक कॉपी हो गया ✅
ଓଡ଼ିଶା କଟକ ଜିଲ୍ଲା ସୁନାପାଳ ସ୍ଥିତ ବଡ଼ କୁମ୍ବିଲୋ ସ୍ଥାନରେ ଶ୍ରୀ ଶ୍ରୀ ଖରାଖିଆ ଶିବ ଶ୍ରୀ କପିଳେଶ୍ୱର ପ୍ରସିଦ୍ଧ। - CUTTACK, ओढीशा

ଓଡ଼ିଶା କଟକ ଜିଲ୍ଲା ସୁନାପାଳ ସ୍ଥିତ ବଡ଼ କୁମ୍ବିଲୋ ସ୍ଥାନ ବିଶେଷ ଏକ ନିରଳା ସ୍ଥାନ ପର୍ବତ ପାଦଦେଶରେ ଥିବା ଏକ ମହାଦେବ ଶ୍ରୀ ଶ୍ରୀ ଖରାଖିଆ ଶିବ ମନ୍ଦିର ଅବସ୍ଥିତ, ଯାହାର ନାମ ଶ୍ରୀ କପିଳେଶ୍ୱର ପ୍ରସିଦ୍ଧ ମହାଦେବ ପ୍ରାୟ ୨୦୦ବରଷ ହେବ ଉଦ୍ଭାବନ କରିଛନ୍ତି । ଏଠାରେ ପାଖ ଆଖ ଜିଲ୍ଲାର ପଞ୍ଚାୟତ, ବ୍ଲକ ଓ ସହର ସ୍ଥାନ ର ନରନାରୀ ଆବାଳବୃଦ୍ଧବନିତା ସହିତ ଦର୍ଶନ କରିଥାନ୍ତି।

ଏଠାରେ ଜାଗର ଯାତ୍ରା, ଶିବ ଚତୁର୍ଦ୍ଦଶୀ,ଓ କାର୍ତ୍ତିକ ମାସ ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ମାସ ଜଳଶାୟି ଇତ୍ୟାଦି ପାଳନ ହୋଇଥାଏ । ଏହା ନରସିଂହପୁର, ଆଠଗଡ଼, ବଡମ୍ବା ରାଜାଙ୍କ ଅଧୀନରେ ଏହି ଶିବ ମନ୍ଦିରଟି ଅବସ୍ଥିତ ।

ଏହି ସ୍ଥାନରେ ମହାଦେବ ନିଜେ ଖୋଲା ଆକାଶ ତଥା ଖରାଦିନ, ବର୍ଷା,ଓ ଶିତ ଦିନରେ ପୂଜା ସେବା ପାଇଥାନ୍ତି । ଏହି ସ୍ଥାନରେ ପୂଜକ ମାଳୀ ଶ୍ରୀ ମାୟାଧର ରଣା ଙ୍କ ଦ୍ଵାରା ସେବା କାର୍ଯ୍ୟ ପ୍ରାୟ ୫୦ ବର୍ଷ ହେବ ଲାଗି ଅଛନ୍ତି ।

ନିତିଦିନିଆ ସେବା କାର୍ଯ୍ୟ ଓ ଅନ୍ନ ଖେଚୁଡି ପ୍ରସାଦ ଲାଗି କରିଥାନ୍ତି । ଏଠାରେ ୨ ,୩ ଖଣ୍ଡ ଗ୍ରାମ ପଞ୍ଚାୟତ ର ବାସିନ୍ଦା ଙ୍କୁ ନେଇ ଏକ କମିଟି ଟ୍ରଷ୍ଟି ଗଠନ କରି ଯାନିଯାତ୍ରା ପର୍ବ ପାଳନ କରିଥାନ୍ତି ।

(ସମ୍ବାଦଦାତା ଶ୍ରୀ ରାଜେଶ କୁମାର ମିଶ୍ର ସମ୍ବଲପୁର ଜିଲ୍ଲା ଓଡ଼ିଶା)

📣 शेयर करें: Facebook X Telegram LinkedIn लिंक कॉपी हो गया ✅

🔔 BB India News Alerts

नई प्रमुख खबरों की browser notification पाने के लिए Subscribe करें।

संबंधित और ताज़ा खबरें

Sambalpur30 Oct

ଦକ୍ଷିଣ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଘୂର୍ଣ୍ଣିଝଡ ସୃଷ୍ଟି ଯୋଗୁଁ ଏହା ବିଶେଷ ଦକ୍ଷିଣ ଭାରତ ର ପଶ୍ଚିମ ବଙ୍ଗର ଉପକୁଳ ଅଞ୍ଚଳ ରେ ୧୨୫କିମି ରୁ ୧୩୦କିମି ବେଗରେ ପବନ ଓ ବର୍ଷା ବଢ଼ାଉଛି।

ଦକ୍ଷିଣ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଘୂର୍ଣ୍ଣିଝଡ ସୃଷ୍ଟି ଯୋଗୁଁ ପଶ୍ଚିମବଙ୍ଗରେ ଅରନବ୍ ନାମକ ବାତ୍ୟା ଆଶଙ୍କା ଯୋଗୁଁ ପଶ୍ଚିମବଙ୍ଗରେ ଓ ଦକ୍ଷିଣ ଭାରତ ଉପରେ…

पूरी खबर पढ़ें →
Sambalpur26 Oct

ଓଡ଼ିଶା ସମ୍ବଲପୁର ମହାନଗର ନିଗମ ମୁଖ୍ୟ ପାଣି ଟାଙ୍କି ଛକ ରାସ୍ତା କଡ ଡ୍ରେନ୍ କାର୍ଯ୍ୟ ଠପ୍

ସମ୍ବଲପୁର ମହାନଗର ନିଗମ ର ପାଣି ଟାଙ୍କି ଛକ ରାସ୍ତା କଡ଼ ରେ ଡ୍ରେନ୍ କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ ଠପ୍। ଏହା ସମ୍ବଲପୁର ମହାନଗର…

पूरी खबर पढ़ें →
Ghazipur19 Oct

जमानिया में दिखी गंगा-जमुनी तहजीब की अनूठी मिसाल, दुर्गा पंडाल में परवेज खान को भेंट किया गया कलमा लिखा स्मृति-चिह्न

जमानिया (गाजीपुर) में सोमवार को हिंदू-मुस्लिम एकता और आपसी भाईचारे की एक बेहद खूबसूरत तस्वीर देखने को मिली।…

पूरी खबर पढ़ें →
Ghazipur19 Oct

गूंजी श्रीमद्भागवत कथा, शिवम तिवारी जी महाराज के वचनों से निहाल हुए श्रद्धालु

जमानिया (गाजीपुर), 18 अक्टूबर 2026 जमानिया ब्लॉक के अंतर्गत आने वाले ग्राम देवढ़ी में नवरात्रि महापर्व के पावन…

पूरी खबर पढ़ें →
Sambalpur19 Oct

ସମ୍ବଲପୁର ଜିଲ୍ଲା ବୁଢ଼ାରଜା ଫାଟକ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ୭୩ ବର୍ଷ ରେ ପଦାର୍ପଣ

ସମ୍ବଲପୁର ଜିଲ୍ଲା ବୁଢ଼ାରଜା ଫାଟକ ଶାରଦୀୟ ଦୁର୍ଗା ପୂଜାକୁ ଚଳିତ ବର୍ଷ ୭୩ତମ ବର୍ଷ ରେ ପଦାର୍ପଣ କରିଛି। ଏହା ସବୁଠାରୁ ପୁରୁଣା କମିଟି…

पूरी खबर पढ़ें →
Sambalpur19 Oct

ସମ୍ବଲପୁର ଜିଲ୍ଲା ଧନୁପାଲି ଛକ ଶାରଦୀୟ ପୂଜା ଉତ୍ସବ

ସମ୍ବଲପୁର ଜିଲ୍ଲା ଧନୁପାଲି ଛକ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଛି ଏହା ୩୪ତମ ବର୍ଷ ଧରି ସମ୍ପୁର୍ଣ୍ଣ ଭାବରେ…

पूरी खबर पढ़ें →
error: Content is protected !!