BB India News
तिरंगा • भूमि • जनहित — देश से जिले तक भरोसेमंद डिजिटल न्यूज़ नेटवर्क
Sambalpur

ପବିତ୍ର ଦଶହରା, ଗଜଲକ୍ଷ୍ମୀ ପୂଜା,ଏବେ ଦୀପାବଳୀ ଉତ୍ସବ ପାଳନ କିନ୍ତୁ ସରକାରଙ୍କ ଅର୍ଥନୀତି ଅସଜଡା ଓ ଟାକ୍ସ କୁ ନେଇ ବର୍ତ୍ତମାନ ସୁଦ୍ଧା ଦରଦାମ୍ ବୃଦ୍ଧି ଆକାଶ ଛୁଆଁ, ଛୋଟ ଓ ମଧ୍ୟବିତ୍ତ ପରିବାରର ଜନତା ହନ୍ତସନ୍ତ,

05 Nov 2026, 10:50 PM • BB India News
📣 शेयर करें: Facebook X Telegram LinkedIn लिंक कॉपी हो गया ✅
ପବିତ୍ର ଦଶହରା, ଗଜଲକ୍ଷ୍ମୀ ପୂଜା,ଏବେ ଦୀପାବଳୀ ଉତ୍ସବ ପାଳନ କିନ୍ତୁ ସରକାରଙ୍କ ଅର୍ଥନୀତି ଅସଜଡା ଓ ଟାକ୍ସ କୁ ନେଇ ବର୍ତ୍ତମାନ ସୁଦ୍ଧା ଦରଦାମ୍ ବୃଦ୍ଧି ଆକାଶ ଛୁଆଁ, ଛୋଟ ଓ ମଧ୍ୟବିତ୍ତ ପରିବାରର ଜନତା ହନ୍ତସନ୍ତ, - SAMBALPUR, ओढीशा

ସମ୍ବଲପୁର ଜିଲ୍ଲାରେ ୧୨ମାସ ରେ ୧୩ ପର୍ବ ପାଳନ ଚାଲିଛି । ସରକାର ବଡ଼ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁଁ ବଡ଼ ଧରଣର ପର୍ବ ପାଳନ ଖର୍ଚ୍ଚ ପରିବହନ କରୁଛନ୍ତି ।

ପର୍ବପର୍ବାଣୀ,ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ରେ ସରକାର ଆଗଭର। କିନ୍ତୁ ଗରିବ ଖଟିଖିଆ ଦିନ ମଜୁରିଆ ଙ୍କ ଚିନ୍ତା କରିବାକୁ ଇଚ୍ଛା ପ୍ରକାଶ ନାହିଁ।

କେବଳ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରି ଭୋଟ୍ ମାଗିବା, ନିର୍ବାଚନ ସରିଲେ ନିଜ ଚିନ୍ତା ନିଜେ କରିବେ । କିନ୍ତୁ ଗରିବ ଖଟିଖିଆ ଓ ଅନ୍ୟାନ୍ୟ ପରିବାର ଲୋକଙ୍କଠାରୁ ଖଜଣା ଆଦାୟ କରିବା ହେଲେ ପର୍ବ ପର୍ବାଣୀ ସମୟରେ ବ୍ୟବହୃତ ଜିନିଷର ଚାହିଦା ବୃଦ୍ଧି ଆକାଶ ଛୁଆଁ କରି ଲୋକଙ୍କ ମନରେ ଅସନ୍ତୋଷ ଓ ଦୁଃଖ ଦେଇ, ନିଜ ନିସ ରେ ଘିଅ ମାରି ସୋଇବା , ଏହି ସମସ୍ୟାର ସମ୍ମୁଖୀନ କରିବା କୁ ବା ଜନତା ଙ୍କ କଥା ଶୁଣି କୁ ଇଚ୍ଛା ପ୍ରକାଶ ନାହିଁ।

ଆଗାମୀ ଦିନରେ ଏହି ଦରଦାମ୍ ବୃଦ୍ଧି କୁ ନିୟନ୍ତ୍ରଣ କରିବା ସରକାରଙ୍କର ଦାୟିତ୍ଵ ନିର୍ବାହ କରିବା ଆବଶ୍ୟକ। (ସମ୍ବାଦଦାତା ଶ୍ରୀ ରାଜେଶ କୁମାର ମିଶ୍ର ସମ୍ବଲପୁର ଓଡ଼ିଶା)

📣 शेयर करें: Facebook X Telegram LinkedIn लिंक कॉपी हो गया ✅

🔔 BB India News Alerts

नई प्रमुख खबरों की browser notification पाने के लिए Subscribe करें।

संबंधित और ताज़ा खबरें

Sambalpur05 Nov

ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଟକୀଜ ଛକ ପୁରୁଣା ଗଭରମେନ୍ଟ ବସଷ୍ଟାଣ୍ଡ ରେ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଅଭିଯୋଗ।

ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଟକୀଜ ଛକ ପୁରୁଣା ଗଭରମେନ୍ଟ ବସଷ୍ଟାଣ୍ଡ ରେ ଷ୍ଟ୍ରିଟ୍ ଲାଇଟ୍ ଅଭାବରୁ ସମ୍ପୁର୍ଣ୍ଣ ଭାବରେ ଏହା ଏକ ନିଶାଖୋର ମାନଙ୍କ ଆଡ୍ଡା…

पूरी खबर पढ़ें →
Ghazipur04 Nov

खाद की किल्लत की अफवाहों पर प्रशासन का जवाब, गाजीपुर में यूरिया और डीएपी का पर्याप्त भंडार

उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 खाद की किल्लत की अफवाहों पर प्रशासन…

पूरी खबर पढ़ें →
Ghazipur04 Nov

एलिगेंट एप्लायंसेज के दीपावली फर्नीचर मेले में खरीदारी पर मिलेंगे 37 हजार रुपये तक के उपहार

उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 एलिगेंट एप्लायंसेज के दीपावली फर्नीचर मेले में…

पूरी खबर पढ़ें →
Ghazipur04 Nov

सत्यदेव इंटरनेशनल स्कूल में योग प्रशिक्षण कार्यक्रम का सफ़ल आयोजन

उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 *सत्यदेव इंटरनेशनल स्कूल में योग प्रशिक्षण कार्यक्रम…

पूरी खबर पढ़ें →
Ghazipur04 Nov

त्योहारों पर सुरक्षा को लेकर प्रशासन सख्त, छठ घाटों पर गोताखोरों की होगी तैनाती; बाजारों में बढ़ेगी पुलिस गश्त

उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 त्योहारों पर सुरक्षा को लेकर प्रशासन सख्त,…

पूरी खबर पढ़ें →
Ghazipur04 Nov

त्योहारों पर सुरक्षा को लेकर प्रशासन सख्त, छठ घाटों पर गोताखोरों की होगी तैनाती; बाजारों में बढ़ेगी पुलिस गश्त

उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 त्योहारों पर सुरक्षा को लेकर प्रशासन सख्त,…

पूरी खबर पढ़ें →
error: Content is protected !!