Sambalpur
ସମ୍ବଲପୁର ଜିଲ୍ଲା ରେ ଯେତିକି ପର୍ବ ପର୍ବାଣୀ ହେଉଛି ସେତିକି ନିଶାଖୋର ମାନଙ୍କ ଆଡ୍ଡା ଓ ଚୋରି ପ୍ରତି ସୁବିଧା ସୁଯୋଗ ମିଳୁଛି।
🔔 BB India News Alerts
नई प्रमुख खबरों की browser notification पाने के लिए Subscribe करें।

ସମ୍ବଲପୁର ଜିଲ୍ଲା ଗୁରୁ ପଡ଼ା ଗଳି ମଝିରେ ଏକ ପରିବାରହୀନ ଭଙ୍ଗା ଘର ଭିତରେ ନିଶାଖୋର ମାନଙ୍କ ଆଡ୍ଡା ସ୍ଥଳ ପାଲଟିଛି ଏବଂ ଘର ଭିତରେ ଥିବା ପୁରୁଣା ପିତ୍ତଳ ଓ ଅନ୍ୟାନ୍ୟ ଆସବାବପତ୍ର ଚୋରି କରି ସେଥିରେ ଅର୍ଥ ଉପାର୍ଜନ କରି ନିଜର ନିଶା ଟାବଲେଟ,କୋରେକ୍ସ ଓ ମଦ କିଣି ବ୍ୟବହାର କରି ପଡ଼ା ଭିତରେ ପର୍ବ ପର୍ବାଣୀ ସମୟର ସୁଯୋଗ ନେଇ ପ୍ରାୟ ସନ୍ଧ୍ୟା ୬ଟା ପରେ ରାତି ତମାମ୍ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଆଜି ଦିନ ଦ୍ବିପହରରେ ଏକ ନିଶାଖୋର ଚୋର କୁ ଗୁରୁ ପଡ଼ା ଯୁବକ ମାନେ ଧରି ସମ୍ପୁର୍ଣ୍ଣ ଭାବରେ ପୋଲିସ କୁ ହସ୍ତାନ୍ତର କରିଥିଲେ ଏବଂ ଷ୍ଟ୍ରିଟ୍ ଲାଇଟ୍ ଅଭାବରୁ ସମ୍ପୁର୍ଣ୍ଣ ଭାବରେ ପଡ଼ା ବାସିନ୍ଦା ଙ୍କ ଯିବାଆସିବା ରାସ୍ତାରେ ଅନ୍ଧକାର ଭିତରେ ଏହି ସବୁ ସମସ୍ୟା ରହିଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି।
ଉକ୍ତ ନିଶାଖୋର ଚୋର ଜଣ ଙ୍କ ନାମ ଅନିଲ କୁମାର ଜାଦବ୍ ଓ ସେ ରାମଜୀଗୁଡୀ ପଡ଼ା ର ପରିଚିତ ଦେଇଥିଲେ। ତାଙ୍କ ସହ ଆଉ ଅନ୍ୟ ସାଥି ମାନଙ୍କୁ ମଧ୍ୟ ଟାଉନ୍ ଥାନା ଅଧିକାରୀ ମାନେ ତଦନ୍ତ ପାଇଁ ଚେଷ୍ଟା ଚଳାଇଛନ୍ତି।
(ସମ୍ବାଦଦାତା ଶ୍ରୀ ରାଜେଶ କୁମାର ମିଶ୍ର ସମ୍ବଲପୁର ଓଡ଼ିଶା )
नई प्रमुख खबरों की browser notification पाने के लिए Subscribe करें।
उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 दीपावली पर खानपान में बरतें सावधानी, ठंड…
पूरी खबर पढ़ें →उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 त्योहारों को लेकर सैदपुर के बाजारों में…
पूरी खबर पढ़ें →उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 हत्या के प्रयास के मामले में खानपुर…
पूरी खबर पढ़ें →उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 धनतेरस-दीपावली पर पुनीता सिंह खुशबू ने दी…
पूरी खबर पढ़ें →उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 दिव्यांग बच्चों के हुनर ने बिखेरे दीपावली…
पूरी खबर पढ़ें →उर्फी रिज़वी की रिर्पोट बी बी न्यूज इंडिया ब्यूरों गाजीपुर 9140875060 पीजी कॉलेज में बायोमेट्रिक शुल्क को लेकर…
पूरी खबर पढ़ें →