Sambalpur
ସମ୍ବଲପୁର ଜିଲ୍ଲା ବୁଢ଼ାରଜା ଫାଟକ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ୭୩ ବର୍ଷ ରେ ପଦାର୍ପଣ
🔔 BB India News Alerts
नई प्रमुख खबरों की browser notification पाने के लिए Subscribe करें।

ସମ୍ବଲପୁର ଜିଲ୍ଲା ବୁଢ଼ାରଜା ଫାଟକ ଶାରଦୀୟ ଦୁର୍ଗା ପୂଜାକୁ ଚଳିତ ବର୍ଷ ୭୩ତମ ବର୍ଷ ରେ ପଦାର୍ପଣ କରିଛି। ଏହା ସବୁଠାରୁ ପୁରୁଣା କମିଟି ଅଟେ।
୭୩ ବର୍ଷ ପୂର୍ବେ ଏକ ଭଙ୍ଗା ଘର ଠାରୁ ପୂଜା ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା କମିଟି ସହୋଯୋଗ ରେ ଉପସ୍ଥାପନା ହୋଇଥାଏ ଏବଂ ପ୍ରତ୍ୟେକ ବର୍ଷ କିଛି ନା କିଛି ପରିବର୍ତ୍ତନ ଦେଖାଯାଏ ସାଜସଜ୍ଜା ତୋରଣରେ ସୁସଜ୍ଜିତ ଆଲୋକ ସଂଯୋଜନା ରେ ଝଲସି ଉଠୁଛି ସମ୍ବଲପୁର ମହାନଗର ନିଗମର ଗୋପାଲମାଲ, ଫାଟକ ଓ ବୁଢ଼ାରଜା ହାଇସ୍କୁଲ ପର୍ଯ୍ୟନ୍ତ। ଏହି ପୂଜା ବଙ୍ଗଳା ଢାଞ୍ଚାରେ ଓ ବଙ୍ଗୀୟ ମତେ ଉପଚାର ପୂଜାର୍ଚ୍ଚନା ଏବଂ ଭଷାଣୀ ଦିନ ସିନ୍ଦୂର ଓ ଧୂପ ରେ ପେଣ୍ଡାଲ ଉତ୍ସବ ମୁଖରିତ ହୋଇଥାଏ।
ଏ ବର୍ଷ ଅଯୋଧ୍ୟା ର ରାମ ମନ୍ଦିର ଆକୃତିର ପ୍ରାୟ ୬୦ ଫୁଟ ଉଚ୍ଚତାରେ ଓସାରିଆ ୫୦ ଫୁଟ ବିଶିଷ୍ଟ ର ବଙ୍ଗାଳି କାରିଗରୀ ଙ୍କ ଦ୍ଵାରା ନିର୍ମିତ। ଏହି କମିଟି ର ସଭାପତି ଶ୍ରୀ ବୁଲୁ ବିଶ୍ଵାଳ ଙ୍କ ଦ୍ଵାରା ଓ ସମସ୍ତ କାର୍ଯ୍ୟକର୍ତ୍ତା କୁ ନେଇ ପୁଜା ଶାନ୍ତିପୂର୍ଣ୍ଣ ଭାବେ କରାଯାଇଛି ।
ସମ୍ବାଦଦାତା ଶ୍ରୀ ରାଜେଶ କୁମାର ମିଶ୍ର ସମ୍ବଲପୁର ଓଡ଼ିଶା ।
नई प्रमुख खबरों की browser notification पाने के लिए Subscribe करें।
ସମ୍ବଲପୁର ଜିଲ୍ଲା ଧନକୋଉଡା ବ୍ଲକ ପଡ଼ିଆ ରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ କରାଯାଇଛି ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତୋରଣ…
पूरी खबर पढ़ें →ସମ୍ବଲପୁର ଜିଲ୍ଲା ବୁଢ଼ାରଜା ହାଇସ୍କୁଲ ପାଖ ଢୁକୁ ପଡ଼ା ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ପ୍ରାୟ ୨୧ତମ ବର୍ଷ ଧରି ସମ୍ପୁର୍ଣ୍ଣ ଭାବରେ ଶାନ୍ତିପୂର୍ଣ୍ଣ…
पूरी खबर पढ़ें →ସମ୍ବଲପୁର ଜିଲ୍ଲା ବସଷ୍ଟାଣ୍ଡ ପାଖରେ ଥିବା ଅବତାର ସିଂ ପେଟ୍ରୋଲ ପମ୍ପ ନିକଟରେ ଥିବା ଟ୍ରାଫିକ ଛକ ବିପରିତ ଦିଗରେ ଅବସ୍ଥିତ ପ୍ରାୟ ୧୭ତମ…
पूरी खबर पढ़ें →ସମ୍ବଲପୁର ଜିଲ୍ଲା ଧୁଚୁରା ପଡ଼ା ଶାରଦୀୟ ଦୁର୍ଗା ପୂଜା ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଛି। ଏହା ପ୍ରାୟ ୨୧ତମ ବର୍ଷ କମିଟି ସହୋଯୋଗ…
पूरी खबर पढ़ें →जमानिया (गाजीपुर) क्षेत्र के ग्राम देवढ़ी (जमानिया ब्लॉक) में पवित्र नवरात्रि महापर्व के पावन अवसर पर 9 दिवसीय…
पूरी खबर पढ़ें →गाजीपुर के बारा गांव में श्री रामलीला समिति बारा ने गुरुवार को भगवान श्रीराम और माता सीता के…
पूरी खबर पढ़ें →