BB India News
तिरंगा • भूमि • जनहित — देश से जिले तक भरोसेमंद डिजिटल न्यूज़ नेटवर्क
Sambalpur

ଓଡ଼ିଶା ସମ୍ବଲପୁର ମହାନଗର ନିଗମ ମୁଖ୍ୟ ପାଣି ଟାଙ୍କି ଛକ ରାସ୍ତା କଡ ଡ୍ରେନ୍ କାର୍ଯ୍ୟ ଠପ୍

26 Oct 2026, 01:08 PM • BB India News
📣 शेयर करें: Facebook X Telegram LinkedIn लिंक कॉपी हो गया ✅
ଓଡ଼ିଶା ସମ୍ବଲପୁର ମହାନଗର ନିଗମ ମୁଖ୍ୟ ପାଣି ଟାଙ୍କି ଛକ ରାସ୍ତା କଡ ଡ୍ରେନ୍ କାର୍ଯ୍ୟ ଠପ୍ - SAMBALPUR, ओढीशा

ସମ୍ବଲପୁର ମହାନଗର ନିଗମ ର ପାଣି ଟାଙ୍କି ଛକ ରାସ୍ତା କଡ଼ ରେ ଡ୍ରେନ୍ କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ ଠପ୍। ଏହା ସମ୍ବଲପୁର ମହାନଗର ନିଗମର ମୁନସାପାଲଟି ବିଭାଗର ଏକ ଅସଫଳ କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ କାର୍ଯ୍ୟ ଆରମ୍ଭ ରୁ ୧୨ଫୁଟ୍ ଚୋଉଡା ଏବଂ ୧୫ ଫୁଟ ଲମ୍ବ ବିଶିଷ୍ଟ ଗାତ ଖୋଳି ପ୍ରାୟ ୫ ଦିନ ହେବ ପକାଇ ରଖିଛନ୍ତି ଏବଂ ଏହା ଦ୍ଵାରା କେତେକ ବ୍ୟବସାୟୀ ଙ୍କ ଧନ୍ଦା ମୂଳକ କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ ବନ୍ଦ ପ୍ରଭାବ ଓ ପଞ୍ଜାବ ବ୍ୟାଙ୍କ ର ଏଟିଏମ୍ ମଧ୍ୟ ଶୁନ୍ୟ ହୋଇ ରହିଛି ।

ଯାହା ଫଳରେ ଯିବାଆସିବା ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏସେମ୍ସି ର ପଦାଧିକାରୀ ଓ କମିଶନର ଆଖି ବୁଜି ରହିଛନ୍ତି। ସମ୍ବଲପୁର ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥା ପୁରାପୁରି ଲଜ୍ୟା ଜନକ ପରିସ୍ଥିତିରେ ଚାଲୁଅଛି ।

ସମ୍ବାଦଦାତା ଶ୍ରୀ ରାଜେଶ କୁମାର ମିଶ୍ର ସମ୍ବଲପୁର ଓଡ଼ିଶା ।

📣 शेयर करें: Facebook X Telegram LinkedIn लिंक कॉपी हो गया ✅

🔔 BB India News Alerts

नई प्रमुख खबरों की browser notification पाने के लिए Subscribe करें।

संबंधित और ताज़ा खबरें

ସମ୍ବଲପୁର ଜିଲ୍ଲା ବୁଢ଼ାରଜା ହାଇସ୍କୁଲ ପାଖ ଢୁକୁ ପଡ଼ା ଶାରଦୀୟ ଦୁର୍ଗା ପୂଜା ଆରମ୍ଭ
Sambalpur19 Oct

ସମ୍ବଲପୁର ଜିଲ୍ଲା ବୁଢ଼ାରଜା ହାଇସ୍କୁଲ ପାଖ ଢୁକୁ ପଡ଼ା ଶାରଦୀୟ ଦୁର୍ଗା ପୂଜା ଆରମ୍ଭ

ସମ୍ବଲପୁର ଜିଲ୍ଲା ବୁଢ଼ାରଜା ହାଇସ୍କୁଲ ପାଖ ଢୁକୁ ପଡ଼ା ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ପ୍ରାୟ ୨୧ତମ ବର୍ଷ ଧରି ସମ୍ପୁର୍ଣ୍ଣ ଭାବରେ ଶାନ୍ତିପୂର୍ଣ୍ଣ…

पूरी खबर पढ़ें →
ସମ୍ବଲପୁର ଜିଲ୍ଲା ଅଇଁଠା ପାଲି ଶାରଦୀୟ ଦୁର୍ଗା ପୂଜା ଆରମ୍ଭ
Sambalpur19 Oct

ସମ୍ବଲପୁର ଜିଲ୍ଲା ଅଇଁଠା ପାଲି ଶାରଦୀୟ ଦୁର୍ଗା ପୂଜା ଆରମ୍ଭ

ସମ୍ବଲପୁର ଜିଲ୍ଲା ବସଷ୍ଟାଣ୍ଡ ପାଖରେ ଥିବା ଅବତାର ସିଂ ପେଟ୍ରୋଲ ପମ୍ପ ନିକଟରେ ଥିବା ଟ୍ରାଫିକ ଛକ ବିପରିତ ଦିଗରେ ଅବସ୍ଥିତ ପ୍ରାୟ ୧୭ତମ…

पूरी खबर पढ़ें →
ସମ୍ବଲପୁର ଜିଲ୍ଲା ଧୁଚୁରା ପଡ଼ା ଶାରଦୀୟ ଦୁର୍ଗା ପୂଜା ଆରମ୍ଭ
Sambalpur19 Oct

ସମ୍ବଲପୁର ଜିଲ୍ଲା ଧୁଚୁରା ପଡ଼ା ଶାରଦୀୟ ଦୁର୍ଗା ପୂଜା ଆରମ୍ଭ

ସମ୍ବଲପୁର ଜିଲ୍ଲା ଧୁଚୁରା ପଡ଼ା ଶାରଦୀୟ ଦୁର୍ଗା ପୂଜା ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଛି। ଏହା ପ୍ରାୟ ୨୧ତମ ବର୍ଷ କମିଟି ସହୋଯୋଗ…

पूरी खबर पढ़ें →
ସମ୍ବଲପୁର ଜିଲ୍ଲା ଧନୁପାଲି ଗୋବିନ୍ଦୋତୋଲା ରେ ୫୮ତମ ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ
Sambalpur17 Oct

ସମ୍ବଲପୁର ଜିଲ୍ଲା ଧନୁପାଲି ଗୋବିନ୍ଦୋତୋଲା ରେ ୫୮ତମ ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ

ସମ୍ବଲପୁର ଜିଲ୍ଲା ଧନୁପାଲି ଗୋବିନ୍ଦୋତୋଲା ରେ ୫୮ତମ ଶାରଦୀୟ ଦୂର୍ଗା ପୂଜା ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଆସୁଛି। ସବୁ ବର୍ଷ ଭଳି ଚଳିତ…

पूरी खबर पढ़ें →
ସମ୍ବଲପୁର ଜିଲ୍ଲା ମୋଦି ପଡ଼ା ଲେକଚର୍ କଲୋନୀ ଯିବା ଆସିବା ରାସ୍ତାରେ କେତେକ ଅସାମାଜିକ ପରିବାର ଅଳିଆ ଆବର୍ଜନା ବିରୋଧ କରିବା ସତ୍ତ୍ୱେ ଅପଚୟ ପଦାର୍ଥ କୁ ମୂଖ୍ୟ ରାସ୍ତା ରେ ପକାଉଥିବା ସୁତ୍ର ଜଣାପଡିଛି ।
BB India News • ताज़ा खबर
Sambalpur10 Oct

सम्बलपुर जिला में दशेहरा पर्व के शांतीपूर्ण यात्रा को लेकर कमेटी मीटिंग हुई ।

ओडिशा सम्बलपुर जिला में आनेवाले समय माता दुर्गा पूजा के अनुसार जिला में शांतिपूर्ण तरीके से दशेहरा पर्व…

पूरी खबर पढ़ें →
error: Content is protected !!