Sambalpur
(ଜେତେ ମାଟିବୁ ମାଟ୍ ସେହି ଦରପୁଡା କାଠ) ସମ୍ବଲପୁର ଜିଲ୍ଲା ଏସର୍ଟି କଲୋନୀ ୨୭ ନମ୍ବର କାଉନସିଲ ଜୋନ୍ ୪ ର ରାସ୍ତା ଓ ଡ୍ରେନ୍ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ସଫାସୁତୁରା ରେ ଅଣଦେଖା)
🔔 BB India News Alerts
नई प्रमुख खबरों की browser notification पाने के लिए Subscribe करें।


ସମ୍ବଲପୁର ଜିଲ୍ଲାର ଏସର୍ଟି କଲୋନୀ ୨୭ ନମ୍ବର କାଉନସିଲ୍ ସହଯୋଗ ନଗର ରେ ରାସ୍ତା ଘାଟ ର ସଫାସୁତୁରା ଓ ଡ୍ରେନ୍ ରେ ପାଣି ମୈଳା ଆସବାବପତ୍ର ପଡ଼ି ଜମା ରହିଥିବାବେଳେ କଲୋନୀ ର ସମସ୍ତ ଘର ର ମୈଳା ପାଣି ସହଜରେ ପାସ୍ କରିବା ପାଇଁଁ ସମସ୍ୟା ରହିଛି ଏବଂ ଏହି ଅଞ୍ଚଳରେ ବିଶେଷ କରି ମୁନସିପାଲଟି କର୍ମଚାରୀ ମାନେ ମଧ୍ୟ ଆସୁ ନ ଥିବାରୁ କଲୋନୀ ବାସିନ୍ଦା ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜିର ସମ୍ବଲପୁର ସ୍ଵଚ୍ଛତା ରେ ମଧ୍ୟ ୩୦ଟି ଜିଲ୍ଲାର ପଛ ଧାଡିରେ ଓ ରାଜ୍ୟ ସ୍ତରରେ ୩ୟ ସ୍ଥାନରେ ଅବସ୍ଥାନ କରିଛି , ଏହା ଏକ ଲଜ୍ଜିତ ବିଷୟ ର କଥା।
ଏଣୁ ଏସେମ୍ସି କମିଶନର ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୋଣସି କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ ହେଉନଥିବାରୁ ଅନେକ ଶିକ୍ଷିତ ବ୍ୟକ୍ତି ଙ୍କ ମୁଖ ରୁ ଶୁଣିବାକୁ ମିଳେ। ସମ୍ବାଦଦାତା ଶ୍ରୀ ରାଜେଶ କୁମାର ମିଶ୍ର ସମ୍ବଲପୁର ଓଡ଼ିଶା ।
नई प्रमुख खबरों की browser notification पाने के लिए Subscribe करें।

उर्फी रिज़वी की रिर्पोट बी बी न्यूज इंडिया ब्यूरों गाजीपुर 9140875060 यूनियन बैंक ऑफ इंडिया का 108वां स्थापना…
पूरी खबर पढ़ें →
उर्फी रिज़वी की रिर्पोट बी बी न्यूज इंडिया ब्यूरों गाजीपुर 9140875060 सत्यदेव डिग्री कॉलेज में आयोजित हुई जनपद…
पूरी खबर पढ़ें →
उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 मूकबधिर एवं दृष्टिबाधित बच्चों के बीच पहुंचे…
पूरी खबर पढ़ें →
उर्फी रिज़वी की रिर्पोट बी बी न्यूज इंडिया ब्यूरों गाजीपुर 9140875060 गाजीपुर। जनपद में मक्का और मिलेट्स उत्पादन…
पूरी खबर पढ़ें →
उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 समाजवादी शिक्षक एवं स्नातक एमएलसी का स्वागत…
पूरी खबर पढ़ें →
ଓଡ଼ିଶା କଟକ ଜିଲ୍ଲା ସୁନାପାଳ ସ୍ଥିତ ବଡ଼ କୁମ୍ବିଲୋ ସ୍ଥାନ ବିଶେଷ ଏକ ନିରଳା ସ୍ଥାନ ପର୍ବତ ପାଦଦେଶରେ ଥିବା ଏକ ମହାଦେବ ଶ୍ରୀ…
पूरी खबर पढ़ें →