Sambalpur
ସମ୍ବଲପୁର ଜିଲ୍ଲା ଧନକୋଉଡା ବ୍ଲକ ପଡ଼ିଆ ରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ।
🔔 BB India News Alerts
नई प्रमुख खबरों की browser notification पाने के लिए Subscribe करें।


ସମ୍ବଲପୁର ଜିଲ୍ଲା ଧନକୋଉଡା ବ୍ଲକ ପଡ଼ିଆ ରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ କରାଯାଇଛି ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତୋରଣ ରେ ସାଜସଜ୍ଜା ଆକର୍ଷଣ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ଅନେକ ଆଲୋକମୟ ସହିତ ଏହି ସ୍ଥାନର ଦଶହରା ପର୍ବ ଦିନ ରାବଣ ପୋଡି ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଏ ଏବଂ ଏହା ଏକ ଛୋଟ କମିଟି ରୁ ଆରମ୍ଭ କରି ବର୍ତ୍ତମାନ ଅଧିକ ମାତ୍ରାରେ ସକ୍ରିୟ ଥିବାରୁ ମା ଙ୍କ ପ୍ରତିମା ଓ ପୂଜାର୍ଚ୍ଚନା ବଡ଼ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ ଓ ଝୁଣା ଧୂପ ନାଚ ପ୍ରସିଦ୍ଧ ଅଟେ । ସମ୍ବାଦଦାତା (ଶ୍ରୀ ରାଜେଶ କୁମାର ମିଶ୍ର ସମ୍ବଲପୁର ଓଡ଼ିଶା) ଏ ବର୍ଷ ତୋରଣ ଭେଙ୍କଟେଶୋର ଦକ୍ଷିଣ ଭାରତ ଆକୃତି ରୋଚକ ଅଟେ ।
नई प्रमुख खबरों की browser notification पाने के लिए Subscribe करें।

ସମ୍ବଲପୁର ଜିଲ୍ଲା ଧନୁପାଲି ଛକ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଛି ଏହା ୩୪ତମ ବର୍ଷ ଧରି ସମ୍ପୁର୍ଣ୍ଣ ଭାବରେ…
पूरी खबर पढ़ें →
ସମ୍ବଲପୁର ଜିଲ୍ଲା ବୁଢ଼ାରଜା ହାଇସ୍କୁଲ ପାଖ ଢୁକୁ ପଡ଼ା ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ପ୍ରାୟ ୨୧ତମ ବର୍ଷ ଧରି ସମ୍ପୁର୍ଣ୍ଣ ଭାବରେ ଶାନ୍ତିପୂର୍ଣ୍ଣ…
पूरी खबर पढ़ें →
ସମ୍ବଲପୁର ଜିଲ୍ଲା ବସଷ୍ଟାଣ୍ଡ ପାଖରେ ଥିବା ଅବତାର ସିଂ ପେଟ୍ରୋଲ ପମ୍ପ ନିକଟରେ ଥିବା ଟ୍ରାଫିକ ଛକ ବିପରିତ ଦିଗରେ ଅବସ୍ଥିତ ପ୍ରାୟ ୧୭ତମ…
पूरी खबर पढ़ें →
ସମ୍ବଲପୁର ଜିଲ୍ଲା ଧୁଚୁରା ପଡ଼ା ଶାରଦୀୟ ଦୁର୍ଗା ପୂଜା ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଛି। ଏହା ପ୍ରାୟ ୨୧ତମ ବର୍ଷ କମିଟି ସହୋଯୋଗ…
पूरी खबर पढ़ें →
जमानिया (गाजीपुर) क्षेत्र के ग्राम देवढ़ी (जमानिया ब्लॉक) में पवित्र नवरात्रि महापर्व के पावन अवसर पर 9 दिवसीय…
पूरी खबर पढ़ें →
गाजीपुर के बारा गांव में श्री रामलीला समिति बारा ने गुरुवार को भगवान श्रीराम और माता सीता के…
पूरी खबर पढ़ें →