Sambalpur
ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଟକୀଜ ଛକ ପୁରୁଣା ଗଭରମେନ୍ଟ ବସଷ୍ଟାଣ୍ଡ ରେ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଅଭିଯୋଗ।
🔔 BB India News Alerts
नई प्रमुख खबरों की browser notification पाने के लिए Subscribe करें।


ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଟକୀଜ ଛକ ପୁରୁଣା ଗଭରମେନ୍ଟ ବସଷ୍ଟାଣ୍ଡ ରେ ଷ୍ଟ୍ରିଟ୍ ଲାଇଟ୍ ଅଭାବରୁ ସମ୍ପୁର୍ଣ୍ଣ ଭାବରେ ଏହା ଏକ ନିଶାଖୋର ମାନଙ୍କ ଆଡ୍ଡା ସ୍ଥଳ ପାଲଟିଛି। ଏଠାରେ ପାଖରେ ଥିବା ବିଦେଶୀ ମଦ ଦୋକାନ ଖୋଲିବା ର ସୁବିଧା ସୁଯୋଗ ନେଇ ପ୍ରାୟ ସନ୍ଧ୍ୟା ୬ଟା ପରେ ରାତି ତମାମ୍ ମଦ, ଗଞେଇ,କୋରେକସ, ନିଶା ଟାବଲେଟ, କୁ ବେଆଇନ ଭାବେ ବ୍ୟବହାର କରି ଏଠାରେ ଯାତ୍ରା କରୁଥିବା ଯାତ୍ରୀ ଓ ବ୍ୟବସାୟି ତଥା ଭଦ୍ର ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରଭାବ ଓ ଅସାମାଜିକ ଯୁବକଙ୍କ ଆତଙ୍କ ଯୋଗୁଁ ସମ୍ବଲପୁର ମହାନଗର ନିଗମ ମୁଖ୍ୟ ସ୍ଥାନ ବିଶେଷ ରେ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ଏହି ସବୁ କୁ ପାଖରେ ଥିବା ଟାଉନ୍ ଥାନା ଅଧିକାରୀ ମଧ୍ୟ ବାରମ୍ବାର ଅସାମାଜିକ ଯୁବକକୁ ଧରିବା ପାଇଁ ଯିବା ବେଳକୁ ଅନ୍ଧାର ର ଆଶ୍ରୟ ନେଇ ଫେରାର କରିଥାନ୍ତି ।
ଏଣୁ ଏହି ସବୁ ସମସ୍ୟା କୁ ନେଇ କୁମ୍ଭାରପଡ଼ା ୬ ନମ୍ବର ପୁରୁଣା କାଉନସିଲର ଶ୍ରୀ ଅଶୋକ ସୋନି ମୁନସୀପାଲଟି କମିଶନର ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଏବଂ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଆବେଦନ ମଧ୍ୟ କରିଛନ୍ତି । ଏଣୁ ସମ୍ଭବ ହେଲେ ନିଶାଖୋର ଙ୍କ ଅରାଜକତା ଚାଲିବା ସମ୍ପୁର୍ଣ୍ଣ ଭାବରେ ବନ୍ଦ ପ୍ରଭାବ ପଡ଼ିବ ।
ଅନ୍ୟ ଏକ ସମସ୍ୟା ସକାଳ ସମୟରେ ଦୈନନ୍ଦିନ ବଜାର ବସିବା ପରେ ଏହି ସ୍ଥାନ ଅଧିକ ମାତ୍ରାରେ ଅଳିଆଗଦାରେ ରେ ପଡ଼ି ରହି ପରିବେଶ କୁ ଖରାପ୍ ବାତାବରଣ ସୃଷ୍ଟି କରୁଛି , ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁଁ ମଧ୍ୟ ଲୋକଙ୍କର ଅଭିଯୋଗ ସୁଣାଜାଉଛି । (ସମ୍ବାଦଦାତା ଶ୍ରୀ ରାଜେଶ କୁମାର ମିଶ୍ର ସମ୍ବଲପୁର ଓଡ଼ିଶା )
नई प्रमुख खबरों की browser notification पाने के लिए Subscribe करें।

ସମ୍ବଲପୁର ଜିଲ୍ଲାରେ ୧୨ମାସ ରେ ୧୩ ପର୍ବ ପାଳନ ଚାଲିଛି । ସରକାର ବଡ଼ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁଁ ବଡ଼ ଧରଣର…
पूरी खबर पढ़ें →
उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 खाद की किल्लत की अफवाहों पर प्रशासन…
पूरी खबर पढ़ें →
उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 एलिगेंट एप्लायंसेज के दीपावली फर्नीचर मेले में…
पूरी खबर पढ़ें →
उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 *सत्यदेव इंटरनेशनल स्कूल में योग प्रशिक्षण कार्यक्रम…
पूरी खबर पढ़ें →
उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 त्योहारों पर सुरक्षा को लेकर प्रशासन सख्त,…
पूरी खबर पढ़ें →
उर्फी रिज़वी की रिपोर्ट बी बी न्यूज इंडिया ब्यूरों गाजीपुर 9140875060 त्योहारों पर सुरक्षा को लेकर प्रशासन सख्त,…
पूरी खबर पढ़ें →