ताज़ा ख़बरें
୫୮ ତମ ବର୍ଷ ସମ୍ବଲପୁର ଧନୁପାଲି ଗୋବିନ୍ଦୋତୋଲା ଏ ବର୍ଷ ଆକର୍ଷଣ ତୋରଣ ସହିତ ମା ଭୁବନେଶ୍ୱରୀ ଙ୍କ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ ।
🔔 BB India News Alerts
नई प्रमुख खबरों की browser notification पाने के लिए Subscribe करें।

ସବୁ ବର୍ଷ ଭଳି ଚଳିତ ବର୍ଷ ୫୮ତମ ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପାଳନ କରାଯାଉଅଛି ଅଛି। ସମସ୍ତ ପୂଜା କମିଟି ର ପରିବର୍ତନ ଦେଖିବାକୁ ମିଳିଥାଏ ଏବଂ ଏହା ସବୁଠାରୁ ଅଧିକ ମାତ୍ରାରେ ଆକର୍ଷଣ ତୋରଣ ସାଂଗକୁ ମା ଙ୍କ ପ୍ରତିମା ମଧ୍ୟ ଶକ୍ତି ଓ ପୂଜା ଉତ୍ସବ ପାଳନରେ ଭକ୍ତ ଙ୍କ ସମାଗମ ଅଧିକ ମାତ୍ରାରେ ସକ୍ରିୟ ଥିବାରୁ ଜିଲ୍ଲାର ଆଗ ଧାଡିରେ ଏହି ମଣ୍ଡପ କିଛି ନି କିଛି ପରିବର୍ତ୍ତନ ଓ ସାଜସଜ୍ଜା ଓ ଆଲୋକମୟ ସହିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ପ୍ରଖ୍ୟାତ । ଏହା ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସ୍ଥାନ ବିଶେଷ ଗୋବିନ୍ଦତୋଲା ଦୂର୍ଗା ପୂଜା ଆରମ୍ଭ ରୁ ଭଷାଣୀ ଯାତ୍ରା ପର୍ଯ୍ୟନ୍ତ ପରିଚିତ । ଏ ବର୍ଷ କମିଟି ସଭାପତି ଶ୍ରୀ ପ୍ରଶନ୍ନ ପାଢ଼ୀ, ଉପସଭାପତି, ଶ୍ରୀ ଫିରୋଜ ପଣ୍ଡା, ଶ୍ରୀ ଜିତେନ୍ଦ୍ର କୁମାର ପ୍ରଧାନ, ସାଧାରଣ ସମ୍ପାଦକ, ଶ୍ରୀ ସଞ୍ଜୟ ସାହୁ, ସହ ସମ୍ପାଦକ, ଶ୍ରୀ ମହେଶ ପଣ୍ଡା, ଶ୍ରୀ ଅନୁପ ପଟ୍ଟନାୟକ , କୋଷାଧ୍ୟକ୍ଷ ଶ୍ରୀ ପ୍ରହ୍ଲାଦ ପାଣିଗ୍ରାହୀ, ଶ୍ରୀ ରାଜୁ ଶର୍ମା, ଲଟେରୀ ଚେୟାରମେନ ଶ୍ରୀ ଶ୍ରୀକାନ୍ତ ପଣ୍ଡା, ଲଟେରୀ କୋଷାଧ୍ୟକ୍ଷ ଶ୍ରୀ ମନୋରଞ୍ଜନ ପଣ୍ଡା, ମିଡ଼ିଆ ସେଲ୍ ଖବର ବାର୍ତ୍ତା, ଶ୍ରୀ ଅନୀଲ ପାଣିଗ୍ରାହୀ , ଉପଦେଷ୍ଟା ଶ୍ରୀ ନରେଶ ସୂନା, ଶ୍ରୀ ଅଜୁ ବାବୁ, ପୂଜା କମିଟି ଓ ମଣ୍ଡପ ସେବା ସଂଯୋଜନା, ଶ୍ରୀ ଦୀପକ୍ ପଣ୍ଡା ଓ ସମସ୍ତ କର୍ମୀ ଙ୍କ ଉପସ୍ଥିତି ରେ ସମ୍ବଲପୁର ଜିଲ୍ଲା ଧନୁପାଲି ଗୋବିନ୍ଦୋତୋଲା ଏ ବର୍ଷ କମିଟି ସହୋଯୋଗ ରେ ବଡ ଆଡ଼ମ୍ବର ସହକାରେ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଛି। (ସମ୍ବାଦଦାତା)ଶ୍ରୀ ରାଜେଶ କୁମାର ମିଶ୍ର ସମ୍ବଲପୁର ଓଡ଼ିଶା ।
नई प्रमुख खबरों की browser notification पाने के लिए Subscribe करें।
ओडिशा सम्बलपुर जिला मानेश्वर बल्क लवडेरी में राजकुमारी इ स्टेट नाम से ट्रस्ट ज़मीन को केइ असामाजिक ब्यक्ती…
पूरी खबर पढ़ें →जमानियां (गाजीपुर)। स्थानीय क्षेत्र के बलुआ घाट पर होने वाले रामलीला मंचन को लेकर चल रहा विवाद और…
पूरी खबर पढ़ें →जमानिया (गाजीपुर) नगर पालिका अंतर्गत बलुआ घाट स्थित परिसर में श्री प्राचीन रामलीला समिति की एक महत्वपूर्ण बैठक…
पूरी खबर पढ़ें →गाजीपुर पूर्वांचल के ऐतिहासिक और पौराणिक जनपद गाजीपुर का नाम बदलने की सुगबुगाहट तेज हो गई है। विश्व…
पूरी खबर पढ़ें →बरेली आज दिनांक 24/09/2026 Aimim महानगर ऑल इंडिया मजलिस ए इत्तिहादुल मुसलिमीन,के राष्ट्रीय अध्यक्ष वा लोकसभा सांसद जनाब…
पूरी खबर पढ़ें →तोलाखेड़ी में धूमधाम से मनाई वीर तेजाजी महाराज की जयंती, हजारों श्रद्धालुओं ने निकाली निशान व पालकी यात्रा…
पूरी खबर पढ़ें →