ताज़ा ख़बरें
ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ଲବଡରା ଗ୍ରାମ ର ଟ୍ରଷ୍ଟ ଜମି କୁ ବେଆଇନ ଭାବେ ବିକ୍ରି କରୁଥିବା ଅଭିଯୋଗ
🔔 BB India News Alerts
नई प्रमुख खबरों की browser notification पाने के लिए Subscribe करें।

ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ଅନ୍ତର୍ଗତ ଲବଡରା ଗ୍ରାମ ରେ ଥିବା ରାଜକୁମାରୀ ଇ ଷ୍ଟେଟ ଟ୍ରଷ୍ଟ ଜମି କୁ ବେଆଇନ ଓ ଜାଲିଆତି କରି ବିକ୍ରି କରୁଥିବା ଅଭିଯୋଗ ଆସୁଛି। ଏହା ଆଗରୁ ଜିଲ୍ଲା କଲେକ୍ଟର ଙ୍କ ଠାରେ ଅଭିଯୋଗ ଓ ତହସିଲ ରେ ମଧ୍ୟ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେତେକ ଅସାମାଜିକ ଯୁବକକୁ ନେଇ ପରିବାର ର ଦୂର ସମ୍ପର୍କୀୟ ବ୍ୟକ୍ତି ଙ୍କ ସାହାଯ୍ୟ ରେ ବେଆଇନ ଭାବେ ବିକ୍ରି କରୁଥିବା ଅଭିଯୋଗ ହୋଇଛି କିନ୍ତୁ ପ୍ରଶାସନ ବିଭାଗ ଚୁପଚାପ୍ ରହିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଇ ଷ୍ଟେଟ ଟ୍ରଷ୍ଟ ଜମି ର ହିତାଧିକାରୀ ଅଶାନ୍ତି ମନୋଭାବ ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଏହି ଇ ଷ୍ଟେଟ ଟ୍ରଷ୍ଟ ଜମି କୁ ଜଦି ବିକ୍ରୟ କରାଯାଏ ତାହାଲେ ବିକ୍ରି କରୁଥିବା ବ୍ୟକ୍ତି ଓ କ୍ରୟ କରିଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏଥିପାଇଁ ଟ୍ରଷ୍ଟି ମେମ୍ବର ଓ ହିତାଧିକାରୀ ଦାୟୀ ହେବେ ନାହିଁ ।
नई प्रमुख खबरों की browser notification पाने के लिए Subscribe करें।
गणेशोत्सव में कांजीवरम सिल्क साड़ी में राधिका अंबानी ने किया भरतनाट्यम, सादगी और ग्रेस से जीता दिल, Photos…
पूरी खबर पढ़ें →ग़ाज़ीपुर में महराजगंज के पास रेलवे का काम कर रहे मजदूर का गैस सिलेंडर फटने से एक मजदूर…
पूरी खबर पढ़ें →जरीब चौकी चौराहे पर एक लोडर चालक ने बाइक सवार दो पुलिसकर्मियों की वीडियो बनाते समय विरोध किया।…
पूरी खबर पढ़ें →जमानिया (गाज़ीपुर) ब्लॉक में करजही पंचायत भवन में पिछले तीन वर्षों से अवैध रूप से रह रहे हरिश्चंद्र…
पूरी खबर पढ़ें →'अगले स्टेशन पर उतर जाना', वंदे भारत देखने बेटिकट घुसे थे लड़के, लगा- फाइन कटेगा, मगर TTE ने…
पूरी खबर पढ़ें →हूतियों ने मार गिराया F-15 लड़ाकू विमान! ईरान ने सऊदी अरब के खिलाफ चारों तरफ से कसा शिकंजा…
पूरी खबर पढ़ें →