BB India News
तिरंगा • भूमि • जनहित — देश से जिले तक भरोसेमंद डिजिटल न्यूज़ नेटवर्क
Sambalpur

ସମ୍ବଲପୁର ଜିଲ୍ଲା ଧନୁପାଲି ଗୋବିନ୍ଦୋତୋଲା ରେ ୫୮ତମ ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ

17 Oct 2026, 11:52 PM • BB India News
📣 शेयर करें: Facebook X Telegram LinkedIn लिंक कॉपी हो गया ✅
ସମ୍ବଲପୁର ଜିଲ୍ଲା ଧନୁପାଲି ଗୋବିନ୍ଦୋତୋଲା ରେ ୫୮ତମ ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ - SAMBALPUR, ओढीशा

ସମ୍ବଲପୁର ଜିଲ୍ଲା ଧନୁପାଲି ଗୋବିନ୍ଦୋତୋଲା ରେ ୫୮ତମ ଶାରଦୀୟ ଦୂର୍ଗା ପୂଜା ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଆସୁଛି। ସବୁ ବର୍ଷ ଭଳି ଚଳିତ ବର୍ଷ ୫୮ତମ ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପାଳନ କରାଯାଉଅଛି।

ଏଥର କମିଟି ପରିବର୍ତ୍ତନ ସହିତ ପୂଜା ମଣ୍ଡପ ମଧ୍ୟ ପରିବର୍ତ୍ତନ ସହିତ ଅନେକ ଆଲୋକ ରଂଜନ ଓ ସାଜସଜ୍ଜା ରେ ମେଢ଼ ଝଲସି ଉଠୁଛି । ପୂଜା ଆରମ୍ଭ ରୁ ଭଷାଣୀ ଯାତ୍ରା ପର୍ଯ୍ୟନ୍ତ ପରିଚିତ ହୋଇଆସୁଛି ଦଶହରା ଅବସରରେ ସାରା ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଦୂରଦୂରାନ୍ତରୁ ଭକ୍ତମାନେ ପରିଦର୍ଶନ କରି ମୁଗ୍ଧ ହୋଇଯାଆନ୍ତି।

ଏ ବର୍ଷ ମଧ୍ୟ ଆକର୍ଷଣୀୟ ତୋରଣ ସହିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ପ୍ରଖ୍ୟାତ ପ୍ରଛଦପଟ ପରିଚିତ ଅଟେ। ଏଥର କମିଟି ସଭାପତି ଶ୍ରୀ ପ୍ରଶନ୍ନ ପାଢ଼ୀ, ଉପସଭାପତି ଶ୍ରୀ ଫିରୋଜ ପଣ୍ଡା ଶ୍ରୀ ଜିତେନ୍ଦ୍ର କୁମାର ପ୍ରଧାନ, ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ ସାହୁ ସହ ସମ୍ପାଦକ ଶ୍ରୀ ମହେଶ ପଣ୍ଡା ଶ୍ରୀ ଅନୁପ ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀ ପ୍ରହ୍ଲାଦ ପାଣିଗ୍ରାହୀ ଶ୍ରୀ ରାଜୁ ଶର୍ମା, ଲଟେରୀ ଚେୟାରମେନ ଶ୍ରୀ ଶ୍ରୀକାନ୍ତ ପଣ୍ଡା, ଲଟେରୀ କୋଷାଧ୍ୟକ୍ଷ ଶ୍ରୀ ମନୋରଞ୍ଜନ ପଣ୍ଡା , ମିଡ଼ିଆ ସେଲ୍ ଖବର ବାର୍ତ୍ତା ଶ୍ରୀ ଅନୀଲ ପାଣିଗ୍ରାହୀ, ଉପଦେଷ୍ଟା ଶ୍ରୀ ନରେଶ ସୂନା ଓ ଶ୍ରୀ ଅଜୁ ବାବୁ, ପୂଜା କମିଟି ଓ ମଣ୍ଡପ ସେବା ସଂଯୋଜନା ଶ୍ରୀ ଦୀପକ୍ ପଣ୍ଡା ଓ ସମସ୍ତ ପୂଜା କମିଟି ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଗୋବିନ୍ଦତୋଲା ଦୂର୍ଗା ପୂଜା ଉତ୍ସବ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଅଛି ।

ସମ୍ବାଦଦାତା ଶ୍ରୀ ରାଜେଶ କୁମାର ମିଶ୍ର ସମ୍ବଲପୁର ଓଡ଼ିଶା

📣 शेयर करें: Facebook X Telegram LinkedIn लिंक कॉपी हो गया ✅

🔔 BB India News Alerts

नई प्रमुख खबरों की browser notification पाने के लिए Subscribe करें।

संबंधित और ताज़ा खबरें

Sambalpur09 Oct

ओडिशा सम्बलपुर ओर ओडिशा राज्य में ८अकटोवर को बन्द डाकरा पालन शांतीपूर्ण में हुई,

आज सम्बलपुर सहित अन्य जिलों में कांग्रेस कमेटी और सिपिआइ दल मिलकर बेआइन कानून, इलेक्शन कमीशन ज्ञानेश्व कुमार…

पूरी खबर पढ़ें →
Ghazipur08 Oct

जमानियां की रामलीला पर लग सकता है ग्रहण, एडीएम की बैठक में नहीं निकला कोई निष्कर्ष

जमानियां (गाजीपुर)। स्थानीय क्षेत्र के बलुआ घाट पर होने वाले रामलीला मंचन को लेकर चल रहा विवाद और…

पूरी खबर पढ़ें →
Ghazipur28 Sep

सर्वसम्मति से अरविंद वर्मा बने श्री प्राचीन रामलीला समिति के नए अध्यक्ष

जमानिया (गाजीपुर) नगर पालिका अंतर्गत बलुआ घाट स्थित परिसर में श्री प्राचीन रामलीला समिति की एक महत्वपूर्ण बैठक…

पूरी खबर पढ़ें →
Ghazipur25 Sep

गाजीपुर का नाम बदलकर “गांधिपुरी” या “महर्षि विश्वामित्र नगर” करने की उठी मांग, मुख्यमंत्री को भेजा गया ज्ञापन

गाजीपुर पूर्वांचल के ऐतिहासिक और पौराणिक जनपद गाजीपुर का नाम बदलने की सुगबुगाहट तेज हो गई है। विश्व…

पूरी खबर पढ़ें →
Bareilly24 Sep

*बरेली महानगर Aimim ने ग्यारहवीं शरीफ के मौके पर गौसपाक के झंडे पर फूलो की चादर पेश की*

बरेली आज दिनांक 24/09/2026 Aimim महानगर ऑल इंडिया मजलिस ए इत्तिहादुल मुसलिमीन,के राष्ट्रीय अध्यक्ष वा लोकसभा सांसद जनाब…

पूरी खबर पढ़ें →
error: Content is protected !!