ସମ୍ବଲପୁର ଜିଲ୍ଲା ମୋଦି ପଡ଼ା ଲେକଚର୍ କଲୋନୀ ଯିବା ଆସିବା ରାସ୍ତାରେ କେତେକ ଅସାମାଜିକ ପରିବାର ଅଳିଆ ଆବର୍ଜନା ବିରୋଧ କରିବା ସତ୍ତ୍ୱେ ଅପଚୟ ପଦାର୍ଥ କୁ ମୂଖ୍ୟ ରାସ୍ତା ରେ ପକାଉଥିବା ସୁତ୍ର ଜଣାପଡିଛି ।
🔔 BB India News Alerts
नई प्रमुख खबरों की browser notification पाने के लिए Subscribe करें।
